सब्‍सक्राईब करें

क्या आप ईमेल पर नियमित कहानियां प्राप्त करना चाहेंगे?

नियमित अपडेट के लिए सब्‍सक्राईब करें।

ମୋହଦ ଏକ ଆଦର୍ଶ ଗାଁ

ଡ. ଜିତେନ୍ଦ୍ର ସାହୁ | ନରସିଂହପୁର | ମଧ୍ୟପ୍ରଦେଶ

parivartan-img

                  ଗ୍ରାମ ପଞ୍ଚାୟତ ବିଲଡିଂ

ଏହି ଗାଁରେ ପ୍ରବେଶ କରିବା ମାତ୍ରେ ଅନୁଭବ ହୁଏ ଯେପରି ଏକ ସ୍ତନ୍ତ୍ର ଗାଁରେ ଆସି ଯାଇଅଛୁ। ଗାଁର ପ୍ରତ୍ୟେକ ଘରର କବାଟରେ ଲାଗିଛି ଓଁ ଏବଂ ସ୍ସ୍ତିକ ଚିହ୍ନ। କାନ୍ଥରେ ସୁନ୍ଦର ଭାବରେ ଅଙ୍କା ହୋଇଛି ସୁବିଚାର ଆଉ କେଉଁଠି ବ୍ରହ୍ମାଣ୍ଡର ଅନେକ ରହସ୍ୟ କଥା। ଗାଁର ପିଣ୍ଡିରେ ସଂସ୍କୃତରେ କଥା ହେଉଥିବା ଲୋକ ହି ଗାଁ ଏକ ବୈଦିକ ଯୁଗର ଗାଁର ଅନୁଭବ କରାଏ। ତା ସହିତ ଦେଖିବାକୁ ମିଳିଥାଏ 50 ପ୍ରକାରର ଉଦ୍ୟୋଗ, ଧନ୍ଦା । ଯେପରି କି ଗୋବର ଗ୍ୟାସ ପ୍ଲାଣ୍ଟରୁ Ulternative Energy ର ଉପଯୋଗ କରିବା।  ଏଠାରେ ଏପରି ସଂସ୍କୃତି ଓ ବିକାଶର ଅଦ୍ଭୁତ ସମନ୍ ଦଖିବାକୁ ମିଳେ।    

     ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର କରେଲି ତହସିଲରୁ ମାତ୍ର 5 କିଲୋମିଟର ଦୂରରେ ଏହି ଗାଁ ଅସ୍ଥିତ। ଏହି ଗାଁ ସଂଘର ପୂର୍ବତନ ଅଖିଳଭାରତୀୟ ଗ୍ରାମ ବିକାଶ ପ୍ରମୁଖ ସ୍ର୍ଗୀୟ ସୁରେନ୍ଦ୍ର ସିଂ ଚୌହାନଙ୍କର ସ୍ପ୍ନ ଥିଲା। ଏହି ଗାଁ ଏକ ଆଦର୍ଶ ଗ୍ରାମ ସମସ୍ତ ମାନଦଣ୍ଡ ପୂରଣ କରେ।

    


ସ୍ାଧୀନତା ସମୟଠାରୁ ଚାଲୁଥିବା ସଂଘ ଶାଖା ଏବଂ ସ୍ୟଂସେବକମାନଙ୍କର ବର୍ଷ ର୍ଷର ପରିଶ୍ରମର ଫଳ ଏଠାରେ ସଫଳ ହୋଇଛି ।  ଗାଁର ସଫାସୁତରା ସଡକ, ବୃକ୍ଷଲତା ,ସବୁଜିମାର ଭରପୁର ଖେଳ ପଡିଆ ଆକର୍ଷଣୀୟ କ୍ଷେତ ଇତ୍ୟାଦି ଆଗନ୍ତୁକଙ୍କ ମନ ମୁଗ୍ଧ କରେ।

 ମୋଦୀଜୀଙ୍କର ସ୍ଚ୍ଛ ଭାରତ, ଶୌଚମୁକ୍ତ ଭାରତର ଛବି ମୋହଦରେ ଆଗରୁ ଦେଖିବାକୁ ମିଳେ। ସଡକ ସଫାସୁତୁରା ରଖିବା ପାଇଁ ଘର ବାହାରେ ବଡ ବଡ ଖାଦ ଦେଖିବାକୁ ମିଳେ। Drainage system ଏତେ ବଢିଆ ଯେ କୋଉଠି ବି ମଇଳା ପାଣି  ଜମି ରୁହେ ନାହିଁ। ଏଠାରେ ସମସ୍ତଙ୍କ ଘରେ ଶୌଚାଳୟ ଦେଖିବାକୁ ମିଳେ। ସେବା ଭାରତୀ ଏହି  ଗାଁରେ 230 ପରିବାରକୁ  ଶୌଚାଳୟ ତିଆରି କରି ଦେଇଛି ଏବଂ ଅନ୍ୟ ମାନେ କେନ୍ଦ୍ର ସରକାରଙ୍କ ଅନୁଦାନରେ  ଶୌଚାଳୟ ତିଆରି କରିଛନ୍ତି।

      ପ୍ରତ୍ୟେକ ଘରେ Biogas Plant ଜରିଆରେ  Ulternative Energy ର ଉପଯୋଗ ଦେଖିବାକୁ ମିଳେ। ଯେତେବେଳେ ପ୍ରଦେଶରେ ବିଜୁଳି ସଙ୍କଟ ରହିଥିଲା ସେତେବେଳେ Biogas ରେ ବିଜୁଳି ବତୀ ଜଳା ଯାଉଥିଲା। କିନ୍ତୁ ଏବେ ଏହି Biogas plant ରୋଷେଇ କାମରେ ବ୍ୟବହାର କରାଯାଉଛି।

ମୋହଦରେ  କପଡା ବୁଣିବା, ଖେଳନା ତିଆରି, Photo Framing, ମାଟିପାତ୍ର ତିଆରି କରିବା, ଚୌକୀ, ଧୂପକାଠି, TV, Redio ସଜାଡିବା, ମୂର୍ତ୍ତି କଳାର ବିକାଶ ଇତ୍ୟାଦିSmall Scale Industries ଦ୍ାରା ବେକାରୀ ସମସ୍ୟାର ମୂଳଉତ୍ପାଟନ ହୋଇ ଯାଇଛି। 

 Nadem compost technique ରେ ଚାଷ କୃଷକମାନଙ୍କର ଆମଦାନୀ ବଢାଇଛି। ମୋହଦର ପୂର୍ବତନ ସରପଞ୍ଚ ଜବହାର ସିଂହ ଜୀ କହନ୍ତି ବର୍ତ୍ତମାନ ଗାଁର 850 ପରିବାର ପାଖରେ ରୋଜଗାର ଅଛି। ଏହି ଗାଁର 90 ପ୍ରତିଶତ ଲୋକ ସ୍ାକ୍ଷର ଅଟନ୍ତି। ଦୀର୍ଘ୍ୟ 17 କିଲୋମିଟରର ଏକ ପକ୍ଲା ସଡକ ଅଛି। ଜବହାର ଜୀ ଗର୍ବର ସହିତ  କହନ୍ତି ଜାତି ପ୍ରଥା ଭେଦଭାବର ଚିହ୍ନବର୍ଣ୍ଣ ଏଠାରେ ଦେଖିବାକୁ ମିଳେ ନାହିଁ। ଏଠାରେ ବର୍ଷ ବର୍ଷ ଧରି ଆୟୋଜିତ  ଆଦର୍ଶ ହିନ୍ଦୁ ପରିବାର ପ୍ରତିଯୋଗିତାରେ ପ୍ରାୟତଃ  ହରିଜନ ପରିବାର ହିଁ ଆଗରେ ରହିଥାନ୍ତି ଓ ପ୍ରତିଯୋଗିତା  ଜିତି ମଧ୍ୟ ଥାନ୍ତି।

246 Views
अगली कहानी