सब्‍सक्राईब करें

क्या आप ईमेल पर नियमित कहानियां प्राप्त करना चाहेंगे?

नियमित अपडेट के लिए सब्‍सक्राईब करें।

ବୀର ସାବରକର ମଣ୍ଡଳ ବଦଳାଇଲେ ଶିବେ ଗ୍ରାମର ରୂପରେଖା

ପୁଷ୍ପାଞ୍ଜଳି ପାତ୍ର | ମହାରାଷ୍ଟ୍ର

parivartan-img

ବବନ ଦଗୁଡୁ ଉପରେ ସଙ୍କଟ ମାଡିଆସିଥାଏ ଏହି ରି କୁମ୍ଭାର ପାଇଁ ମାଟି ପାତ୍ର ତିଆରି କରି ସହରରେ ଚଳିବା ବହୁତ କଷ୍ଟକର ହୋଇ ପଡିଥିଲା ତେଣୁ ସେ ନିଜ ଗାଁ କୁ ଫେରି ନିଜ ଜମିବାଡି କାମରେ ଲାଗିଗଲେ କିନ୍ତୁ ତାର ଦୁର୍ଭାଗ୍ୟ 5 ମାସର ପରିଶ୍ରମ ପରେ 40 କ୍ୟୁଣ୍ଟାଲ ଫସଲରେ ନିଆଁ ଲାଗିଗଲା ଏହି କଠିନ ସମୟରେ ଗାଁ ବୀରସାବରକର ମଣ୍ଡଳର ଯୁବକମାନେ ଆଗକୁ ଆସି ସାହାଯ୍ୟର ହାତ ବଢାଇଲେ ଏହି ସ୍ଵୟଂସେବକମାନେ ଅସହାୟ ବବନ ଦଗୁଡୁ ଙ୍କୁ ଗାଁରୁ 25 କ୍ୟୁଣ୍ଟାଲ ଶସ୍ୟ ଏକତ୍ର କରି ତାଙ୍କୁ ଦେଲେ ଏବଂ 20 ହଜାର ନଗଦ ଟଙ୍କା ମଧ୍ୟ ଉପଲବ୍ଧ କରାଇଲେ ପୁଣେ ଖେଡ ତହସିଲର ଏକ ଛୋଟ ଗାଁଶିବେ


ଶିବେରେ ଏହି ସ୍ଵୟଂସେବକ ମଣ୍ଡଳ ସବୁ ଶଙ୍କଟ ସମୟରେ କୃଷକମାନଙ୍କ ସହିତ କାନ୍ଧ ମିଳାଇ ସାହାଯ୍ୟ କରିଆସୁଛନ୍ତି ଆଜି ମଧ୍ୟ ମଧ୍ୟ ଶଙ୍କର ତୁଳସୀ ରାମ ସାତପୁତେ ଭୁଲି ନାହାନ୍ତି ତାଙ୍କ ଘର ଜଳିଯିବା ପରେ ଏହି ଯୁବକମାନେ 1 ଲକ୍ଷ 75 ହଜାର ଟଙ୍କା ଏକତ୍ର କରି ତାଙ୍କୁ ଘର ତିଆରି କରି ଦେଲେ ଏହି ଯୁବକମାନଙ୍କ ଦ୍ଵାରା ଗାଁରେ ରାମଚନ୍ଦ୍ର ଗଡବେ ପୁସ୍ତକାଳୟ ଏହି ଭବନରେ ହିଁ କମ୍ୟୁଟରର ନିଃଶୁଳ୍କ କକ୍ଷାଗାର ମଧ୍ୟ ତିଆରି କରାଯାଇଛି। ଗ୍ରାମ ବିକାଶ ସମିତି ସାବରକାର ମଣ୍ଡଳ ମାଧ୍ୟମରେ ଗାଁ ରେ ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ସାମାଜିକ ସବୁ କ୍ଷେତ୍ରରେ ଗାଁ ବିକାଶର ଉଚତି ମାର୍ଗରେ କାର୍ଯ୍ୟ କରି ଆସୁଅଛି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର- ରାଷ୍ଟ୍ର ଜାଗରଣ ଅଭିଯାନର ଅନ୍ତର୍ଗତ 2000 ମସିହାରେ ପ୍ରଥମ ଥର ସଂଘର ସ୍ଵୟଂସେବକ ଶିବେ ଗାଁରେ ପହଞ୍ଚିଥିଲେ ବର୍ତ୍ତମାନ ପ୍ରାନ୍ତଶଃ ଗ୍ରାମ ବିକାଶ ପ୍ରମୁଖ ଶ୍ରୀ ରମେଶଜୀ କବଲ ତାଙ୍କର ସହଯୋଗୀ ମାନଙ୍କ ଦ୍ଵାରା ଗାଁରେ ସାପ୍ତାହିକ ଶାଖା ଆରମ୍ଭ ହୋଇଛି ସାବରକର ମଣ୍ଡଳର ସଂସ୍ଥାପକ ଶ୍ରୀ ରୋହିଦାସ ଗଡଦେ କହନ୍ତି କି ଶାଖା ସ୍ଵୟଂସେବକଙ୍କ ପ୍ରୟାସରେ ଗାଁରେ ଅନେକ ପରିବର୍ତ୍ତନ ହୋଇଛି 18 ବର୍ଷରୁ ଚାଲି ଆସୁଥିବା ପଞ୍ଚ ଦିବସୀୟ ବ୍ୟାଖାନମାଳା ଦ୍ଵାରା ଗାଁର ଲୋକମାନଙ୍କ ମଧ୍ୟରେ ରାଷ୍ଟ୍ରଭାବ ଜାଗ୍ରତ ହୋଇ ପାରିଛି ଏହି ଗାଁର ରି ପରିବାରର କନ୍ୟାମାନଙ୍କ ବିବାହ ମଣ୍ଡଳ ମାଧ୍ୟମରେ ପ୍ରତିବର୍ଷ ସାମୂହିକ ବିବାହ ଉତ୍ସବରେ ବିନା କିଛି ଖର୍ଚ୍ଚରେ ହୋଇଥାଏ ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ 400 ରୁ ଅଧିକ ରି ପରିବାରର ଝିଅମାନଙ୍କର ବିବାହ ସମ୍ଭବ ହୋଇ ପାରିଛି


                ଶିବେ ଗାଁରେ ଏବେ ନିଜର ଛୋଟ ଛୋ ଖର୍ଚ୍ଚ ପାଇଁ ସୁଧଖୋରଙ୍କ ଆଗରେ ହାତ ପାତାନ୍ତି ନହିଁ ରମେଶ କବଲ ଜୀଙ୍କ ଅନୁସାରେ ଏହି ଗାଁରେ ପୁରୁଷ ମହିଳାମାନଙ୍କ ଅଲଗା ଅଲଗା ସ୍ଵୟଂସହାୟତା ସମୂହ ଚାଲୁଅଛି ଆବଶ୍ୟକ ସ୍ଥଳେ 1 ପ୍ରତିଶତ ସୂଧରେ ସମୂହରୁ ଟଙ୍କା ମିଳି ପାରୁଛି ଗାଁର ପିଲାମାନେ ସହରର ପିଲାମାନଙ୍କ ପରି ଶିକ୍ଷା ଲାଭ କରି ପାରିବେ ସେଥିପାଇଁ ଶ୍ରୀ ରାମଗିରି ବାବା ଶିକ୍ଷଣ ସଂସ୍ଥା ଦ୍ଵାରା ଏଠାରେ ଜ୍ଞାନଦୀପ ବିଦ୍ୟାଳୟ ଚାଲୁଅଛି ଏହି ବିଦ୍ୟାଳୟକୁ ସୂଚାରୁ ରୂପେ  ଚଳାଇବାରେ ବୀର ସାବରକର ମଣ୍ଡଳର ମୂଖ୍ୟ ଭୂମିକା ରହିଛି ଏଠାକାର ପିଲାମାନଙ୍କୁ କିପରି ସରକାରୀ ଚାକିରୀ ମିଳିବ ତା ପାଇଁ ରାମଚନ୍ଦ୍ର ଗଡଦେ ସ୍ମୃତି ବାଚନାଳୟରେ ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତି ପାଇଁ ପରାମର୍ଶ କକ୍ଷ ଚଲା ଯାଉଛି ଏହି ଭବନରେ ଚାଲୁଥିବା କମ୍ୟୁଟର କେନ୍ଦ୍ରର ବିଶେଷତା ଏହି କି ଗାଁର ସରକାରୀ ବିଦ୍ୟାଳୟର ବିଦ୍ୟାର୍ଥି ମଧ୍ୟ ଏଠାକୁ ଶିକ୍ଷା କରିବାକୁ ଆସନ୍ତି ବାଚନାଳୟର ଉପଲବ୍ଧ 15 ହଜାରରୁ ଅଧିକ ପୁସ୍ତକ ଶିକ୍ଷାର ଭଣ୍ଡାର ଯାହା କେବେ ମଧ୍ୟ ଖାଲି ହେବ ନାହିଁ

ସମ୍ପର୍କରୋହିଦାସ ଗଡଦେ

 ମୋ- 91 9850667265 

385 Views
अगली कहानी