सब्‍सक्राईब करें

क्या आप ईमेल पर नियमित कहानियां प्राप्त करना चाहेंगे?

नियमित अपडेट के लिए सब्‍सक्राईब करें।

ମହା ବିନାଶ ସମୟର ଦେବଦୂତ- କେଦାର ଘାଟି

ଉତ୍ତରାଖଣ୍ଡ

parivartan-img

ଗୁପ୍ତ କାଶୀରେ ଥିବା ଛାତ୍ରାବାସ 

କେଦାର ଘାଟିରେ ଆସିଥିବା ଜଳ ପ୍ରଳୟକୁ କେହି ବୋଧହୁଏ ଭୁଲିନଥିବେ   ଜୀବନ ପ୍ରଦାନ କରୁଥିବା ଜଳ, ପ୍ରଳୟଙ୍କାରୀ ହୋଇଯାଏ ତାହାର ଏକ ଜଳନ୍ତା ଉଦାହରଣ କେଦାରଘାଟି ପ୍ରଳୟ ଆଲକାନନ୍ଦା ନଦୀରେ ଏହି ମହାପ୍ରଳୟର ଖବର ଆମେ ସମସ୍ତେ ଟିଭିରେ ଦେଖିଛୁ    ଏହି କାହାଣୀ ମାଧ୍ୟମରେ  ଆମ୍ଭେ  ଏହି କଠିନ ପରିସ୍ଥିତିରେ ମାନବତାର ଛାପହୋଇ ଏହି ବେସାହାରାଙ୍କ ସାହାରା ବନିଥିବା  ସ୍ୟଂସେବକଙ୍କ କଥା ଚର୍ଚ୍ଚା କରିବା   ଏହି  ଆପଦା ସମୟରେ କଠିନ ରାସ୍ତାଦେଇ ସେବାକାର୍ଯ୍ୟ କରିବା ପାଇଁ ପହଂଚି ଥିଲେ ସଂଘର ସ୍ୟଂସେବକ 

କେଦାର ଘାଟିରେ ପ୍ରଥମ ହେଲିପ୍ୟାଡ଼ ନିର୍ମାଣ ଠାରୁ ଆରମ୍ଭକରି ଏହି ଆପଦାରେ ଅନାଥ ହୋଇଥିବା ପିଲାମାନଙ୍କ ପାଠପଢା ବ୍ୟବସ୍ଥା କରିବା ସଂଘ ଆଜି ପର୍ଯ୍ୟନ୍ତ କରି ଆସୁଅଛି  


ପିଡୀତଙ୍କୁ ଖାଦ୍ୟ ଯୋଗାଉଥିବା ସ୍ୟଂସେବକ

ଆପଣମାନେ କେହି ବି ଯୋଗେନ୍ଦ୍ର ବ୍ରଜମୋହନ ବିଷ୍ଣୁଙ୍କ ନାମ ଶୁଣି ନଥିବେ   ସଂଘର ଏହି ଦୁଇଜଣ ସ୍ୟଂସେବକ ସେନା ବାୟୁସେନା ପହଂଚିବା ଆଗରୁ ପ୍ରାଇଭେଟ ହେଲିକପ୍ଟରରେ ଯାତ୍ରୀମାଙ୍କୁ ଆଣି ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ଥିଲେ   ୧୬ ୧୭ ଜୁନର ବର୍ଷା ସବୁକିଛି ନଷ୍ଟ କରିଦେଇଥିଲା ସେତେବେଳେ ହେଲିକପ୍ଟର ଓହ୍ଲାଇବା ପାଇଁ ମଧ୍ୟ ଜାଗା ଥିଲା   ସେହି ସମୟରେ ନିଜ ଜୀବନକୁ ବାଜି ଲଗାଇ ଏହି ସାହସୀ ଯୁବକମାନେ ପାରଚୁଟ ଦ୍ାରା ଓହ୍ଲାଇ ପ୍ରଥମ  ହେଲିପ୍ୟାଡ଼ ନିର୍ମାଣ କଲେ ଏବଂ ତାପରେ ତୁରନ୍ତ ରାମବାଡା, ଘୋଡାପାହାଡ ଗୌରୀକୁଣ୍ଡରେ ଫସିଥିବା ଯାତ୍ରୀମାଙ୍କୁ ଉଦ୍ଧାର କରିଥିଲେ   କେଦାରନାଥ ମନ୍ଦିର ପଛପଟେ  ଜଙ୍ଗଲ ଭିତରେ ସେନା ଟିମର  ସହାୟତାରେ ହେଲିପ୍ୟାଡ଼ ନିର୍ମାଣଥିଲେ   କେଉଁ କେଉଁ ଜାଗାରେ ୫୦ ଫୁଟ ଉଚ୍ଚରୁ ଦଉଡି ସାହାଯ୍ୟରେ ତଳକୁ ଆସି ଲୋକମାନଙ୍କୁ ଉଦ୍ଧାର କରିଥିଲେ    ଏହି ଦୁଇଜଣ ସାହସୀ ଯୁବକ ଯାହାକିଛି କରିଗଲେ ସେନାର ଟ୍ରେନିଂ କରିଥିବା ସୈନିକମାନଙ୍କ ସମକକ୍ଷ ଥିଲା


"କେଦାର ଘାଟିରେ ସେବାଦୂତ

ପିନେକଲ ଏଭିୟସକ କମ୍ପାନୀ" କର୍ମଚାରୀଙ୍କ ମନାକରିବା ସତ୍ତ୍ ଏହି ଯୁବ ସ୍ୟଂସେବକ ଜୀବନ ରକ୍ଷା କାର୍ଯ୍ୟ ଜାରିରଖିଥିଲେ  


ବନ୍ୟା ପୂର୍ବରୁ ଏବଂ ପରେ

ଏବେ ଗଣେଶ ଆଗୋତାଙ୍କ କଥା ଶୁଣିବା   ଯିଏ କି ଏକ ହୃଦରୋଗୀ ବୃଦ୍ଧଙ୍କ ଜୀବନ ରକ୍ଷା କରିବା ପାଇଁ ତାଙ୍କୁ ନିଜ କାନ୍ଧରେ ବସାଇ କିଲୋମିଟର ମନୋରୀ  ପର୍ଯ୍ୟନ୍ତ ଚାଲି ଚାଲି ଆସିଥିଲେ   ଏହି ଭଳି ଅନେକ କାହାଣୀ ରହିଛି ଏହି ଘାଟିରେ ଏହି ଅସୁବିଧାର ପ୍ରତ୍ୟେକ ନିର୍ଘଣ୍ଟରେ ସଂଘର ସ୍ୟଂସେବକମାନେ ଯାତ୍ରୀଙ୍କ ପ୍ରତ୍ୟେକ ଅସୁବିଧା ସହ ଠିଆ ହୋଇଥିଲେ   ମନୋରୀ ସେବାଶ୍ରମ ଚମ୍ପାର ଦିଖୋଲ ଗାଁ ଉଖୀମଠର ଆଖପାଖ  ଉଣ୍ଡା ପର୍ଯ୍ୟନ୍ତ ୬୮ ଗାଁରେ ରିଲିଫ କ୍ୟାମ୍ପରେ ଭୋଜନ, ପୋଷାକପତ୍ର ଭଳି ସବୁ ପ୍ରକାର ଜରୁରୀ ସହାୟତା ଦିଆଯାଇଥିଲା। କେବଳ ମନୋରୀରେ  ୧୦,୦୦୦ ତୀର୍ଥ ଯାତ୍ରୀଙ୍କ  ବ୍ୟବସ୍ଥା କରାଯାଇଥିଲା    ଦିଖୋଲ ଗାଁରେ ୨୦,୦୦୦ ଲୋକଙ୍କ ପାଇଁ ଜରୁରୀ ସାମଗ୍ରୀ ଦିଆଯାଇଥିଲା ଚମୋଲିର ସରସ୍ବତୀ ଶିଶୁମନ୍ଦିର ମନୋରୀ ସେବାଶ୍ରମ ଏହି ଦୁଇଟି ଜାଗାରେ ବହୁଦିନ ଧରି ରିଲିଫ  ସାମଗ୍ରୀ ବଣ୍ଟାଯାଇଥିଲା ଯାତ୍ରୀ ସେନାମାନେ ସମସ୍ତେ ଏଠାରେ ଭୋଜନ କରିଥିଲେ ଶେଷ ପର୍ଯନ୍ତ ଉତ୍ତରାଖଣ୍ଡର ଦୈବୀୟ ଆପଦା ସମିତି ଦ୍ାରା ଏହି ସେବାକାର୍ଯ୍ୟ ଚାଲୁ ରହିଲା ଗୌରୀକୁଣ୍ଡ, ରାମବାଡା, ସନାରାଟି, ସୋନପ୍ରୟାଗ ସହିତ କେଦାରଘାଟିର ସ୍ଥାନୀୟ ଲୋକମାନେ ନିଜର ବାସଗୃହ ସହିତ ରୋଜଗାର ବି ହରାଇଥିଲେ. ବଂଚିବା ପାଇଁ କିଛି ବାଟ ଦିଶୁନଥିଲା ସେତେବେଳେ ସମିତି ଦ୍ାରା ଥଇଥାନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ମଧ୍ୟ ଚାଲୁଅଛି ସମିତିର ସଂଗଠନ ମନ୍ତ୍ରୀ ରାଜେଶ ଥପଲିୟାଲଙ୍କ ମାଧ୍ୟମରେ ଜଳପ୍ରଳୟରେ ଅନାଥ ହୋଇଥିବା -୧୨ ବର୍ଷର ୨୦୦ ପିଲା ପାଇଁ ନେବାଡ଼ଲକ୍ଷେଶ୍କୋଟିଆଁଲୋନୀ ଗୁପ୍ତକାଶୀରେ ଟି ଛାତ୍ରାବାସ  ଚାଲୁଅଛି ଏବେ ବି କିଛି ଗାଁରେ ବିଜୁଳି ଆସିପାରିନାହିଁ. ସେଠାରେ ସୋଲାର ଲ୍ୟାମ୍ପ ଦିଆଯାଇଅଛି. ପିଡୀତ ଗାଁରେ ପାଠ ପଢିବା ପାଇଁ ମାସକୁ ୧୦୦୦ ତାଙ୍କ ଭତ୍ତା ଦିଆଯାଉଅଛି. ଉଷାଡା, ସ୍ଥାନଟେ ସମେତ ୮ଟି ଗାଁରେ ଚିକିତ୍ସାଲୟ ସେଣ୍ଟର ଖୋଲାଯାଇଛି କେବଳ ଏତିକି ନୁହେଁ  ପିଲାଙ୍କୁ ପଢ଼ାଇବା ପାଇଁ ପ୍ରାଥମିକ ଶିକ୍ଷା ପାଇଁ ୪ଟି ଶିଶୁ ମନ୍ଦିର  ୮ଟି ସଂସ୍କାର କେନ୍ଦ୍ର ଚାଲୁଅଛି ନାରାୟଣ କୋଟାରେ ୩୦ଟି ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ପ୍ରାରମ୍ଭ ହୋଇଛି. ଯେଉଁଠି ପିଡୀତ ପରିବାରର ଚିକିତ୍ସା ମାଗଣାରେ କରାଯାଉଛି ଚାରି ବର୍ଷରେ ସମସ୍ତେ ଏହି ପ୍ରଳୟକୁ ଭୁଲିଗଲେ କିନ୍ତୁ ସଂଘର ସ୍ୟଂସେବକ ଏବେବି ଥଇଥାନ କାର୍ଯ୍ୟରେ ଲାଗି  ରହିଛନ୍ତି  

ଯୋଗାଯୋଗ କରନ୍ତୁ |:= ରାଜେଶ ଥାପଲିୟାଲ

9410196581

380 Views
अगली कहानी